ହେଡଲାଇନସ୍:

ଦଣ୍ଡୁଆଙ୍କୁ ଦଣ୍ଡ : ୧୧ ଦଣ୍ଡୁଆଙ୍କ ନାମରେ ମାମଲା ରୁଜୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗା/ କୁରାଳ(ଶ୍ରୀକାନ୍ତ ମିଶ୍ର)  : ମହାମାରୀ କରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ, ଏହି ସମୟରେ ଜାନୀ ଯାତ୍ରା, ମେଳା ମହୋତ୍ସବ  ବନ୍ଦ କରିବା ସହିତ ସାମାଜିକ ଦୁରତା ରକ୍ଷା କରିବା ସହିତ ଏବଂ ଅନ୍ୟାବଶ୍ୟକ ସ୍ଥଳେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ  ରହିଛି । ନିର୍ଦ୍ଦେଶ କୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଓଡ଼ଗାଁ ତହସିଲଦାର ବିଜୟିନୀ ସାମନ୍ତସିଂହାର ଦଣ୍ଡ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ  ଦେବା ସହିତ ଓଡ଼ଗାଁ ଥାନାରେ ୧୧ଜଣଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । ତେବେ ପରେ ଅଭିଯୁକ୍ତ ମାନଙ୍କୁ ସର୍ତ୍ତମୂଳକ ଛଡାଯିବା ସହିତ ଆଇନକୁ ଉଲ୍ଲଙ୍ଗନ କରି କୈାଣସି ଅଂଚଳରେ ଦଣ୍ଡଯାତ୍ରା ଆୟୋଜନ ନକରିବାକୁ ପରାମର୍ଶ ଦେଇଛନ୍ତି ।

 

0
0
0
s2sdefault