ହେଡଲାଇନସ୍:

ଗାଁ କୁ ପ୍ରବେଶ କରିବା ପାଇଁ ଲାଗିଲା କଟକଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି(ନିରାକାର ମେହେର) -କାରୋନା ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ କଠୋର ପଦକ୍ଷେପ ରେ ସମଗ୍ର ଭାରତ କୁ ଲକ୍ ଡାଉନ ଘୋଷଣା କରାଯାଇଛି | ଏନେଇ ରାଜ୍ୟ ସରକାର ପକ୍ଷ ରୁ ମଧ୍ୟ କଡାକଡୀ ପଦକ୍ଷେପ ନିଆଯାଇଛି | ଏହି କ୍ରମ ରେ ସିନାପାଲି ପୋଲିସ ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନ ମୁଖ୍ୟ ରାସ୍ତା କୁ ନ ଆସିବାକୁ କଡାକଡୀ  ନିର୍ଦେଶ ଦିଆଯାଇଛି | କରୋନା ଭୟାଭୟତା ଓ ଏଥି ପାଇଁ ଥିବା କଟକଣା ଓ ବିନା କାରଣ ରେ ଲୋକଙ୍କ ଯାତାୟାତ ବନ୍ଦ କରିବା ଲାଗି ବିଭିନ୍ନ ସ୍ଥାନ ରେ ଗାଁ ଗହଳି ରାସ୍ତା କୁ ବନ୍ଦ କରାଯାଇଥିବା ଦେଖାଯାଇଛି | ବାହାର ଲୋକ ଙ୍କୁ ଗାଁ ଭିତରେ ପ୍ରାବେଶ କରାଯାଉନଥିବା ବେଳେ ଏମିତି କି କୌଣସି ଜରୁରୀ କାମ ଥିଲେ ଛଡାଯାଉଛି |

0
0
0
s2sdefault