ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ମାର୍ଚ୍ଚ 31 ଯାଏଁ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ମାର୍ଚ୍ଚ 31 ଯାଏଁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । କରୋନା ଆତଙ୍କ ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଭାବେ ନିଆଯାଇଛି ଏହି ପଦକ୍ଷେପ ।

0
0
0
s2sdefault