ହେଡଲାଇନସ୍:

ନୟାଗଡ଼ ସନରାଇଜରର୍ସ ଓ ଓଡ଼ଗାଁ ଆର.ଏ.ଏ ଫାଇନାଲକୁ ପ୍ରବେଶ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ :୩ୟ ଦିନ ମ୍ୟାଚ୍ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ତୃତୀୟ ଦିନ ଅପରାହ୍ନରେ ୨ଟି ମ୍ୟାଚ୍ ଅନୁଷ୍ଠିତ  ହୋଇଥିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ  ନୟାଗଡ଼ ସନରାଇଜରର୍ସ ପ୍ରତିପକ୍ଷ ତୁଳସୀପୁରୁକୁ ୧ମ ଓ ୨ୟ ସେଟରେ ହରାଇ ଫାଇନାଲକୁ ପ୍ରବେଶ କରିଥିବା ବେଳେ ୨ୟ ସେମିଫାଇନାଲରେ ଓଡ଼ଗାଁ ଆର.ଏ.ଏ ପ୍ରତିପକ୍ଷ କୋମଣ୍ଡକୁ ୧ମ ଓ ୨ୟ ସେଟରେ ହରାଇ ଫାଇନାଲକୁ ପ୍ରବେଶ କରିଛି ।  ୮ ତାରିଖ ଫାଇନାଲ ମ୍ୟାଚ୍ରେ ସେମିଫାଇନାଲ ବିଜୟୀ ୨ଦଳ ପାରସ୍ପରକୁ ଭେଟିବେ । ଏବଂ ଭେଟେରାନ  ଟିମ ୟଙ୍ଗ ଟିମ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ । ସନ୍ତୋଷ ଦୋରା, ଶରତ ପ୍ରଧାନ, ବିକାଶ କୁମାର ପଲ୍ଲେଇ ଆଜିର ଖେଳ ପରିଚାଳନା କରିଥିଲେ ।

 

0
0
0
s2sdefault