ହେଡଲାଇନସ୍:

ରେଢାଖୋଲ ରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ତ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ଆଜି ସ୍ଥାନୀୟ କଦମ୍ବ ପଡିଆ ଠାରେ ଆନୁଷ୍ଠିତ ହୋଇଯାଇଛି I ଏଥିରେ ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ ଜାତୀୟ ପତାକା କୁ ଉତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ I

ମୋଟ ୨୭ଟି ଶିକ୍ଷାନୁଷ୍ଠାନ ଏଥିରେ ଭାଗ ନେଇଥିବା ବେଳେ , ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I

0
0
0
s2sdefault