ହେଡଲାଇନସ୍:

ସ୍କୁଲ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାଟୁଣି ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ସକାଳେ ଜଣେ ଯୁବକର  ମୃତ ଦେହ ଉଦ୍ଧାର କରିଛି ଚାରମାଳ ପୋଲିସ୍ I ପୋଲିସ୍ ତଦନ୍ତ ରୁ ଜଣାଯାଏ ଯେ, ମୃତ ଯୁବକ ଜଣକ ହେଲେ ଅନୁଗୋଳ ଜିଲ୍ଲା ହଣ୍ତପା ଥାନା କଣ୍ତଳ ଗାଁ ର ରାଜୁ ଜାନି ବୋଲି ଜଣାପଡିଛି I

 

0
0
0
s2sdefault