ହେଡଲାଇନସ୍:

ଚାଷୀ ତାତିଲେ, ପଂଚାୟତ ଅଫିସମାନଙ୍କରେ ମାରିଲେ ତାଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା/ ଶାନ୍ତନୁ ବେହେରା :  ତାତିଛନ୍ତି ଚାଷୀ | ଆଜି କୁଚିଣ୍ଡା ଅଂଚଳର ଚାଷୀମାନେ କୁଚିଣ୍ଡା ଅଂଚଳରେ ଥିବା ସମସ୍ତ ପଞ୍ଚାୟତ ଗୁଡିକରେ ତାଲା ମାରିଛନ୍ତି | ଏହା ସହିତ ଫେବୃଆରୀ ଏକ ତାରିଖରୁ ମହlବନ୍ଦ ଡାକରା ଦେଇଛନ୍ତି ଚାଷୀମାନେ | ଏହିକ୍ରମରେ  ବାଉରୀ ଗୋଡ଼ା ପଂଚାୟତରେ ଅନୁଷ୍ଠିତ ତାଲାବନ୍ଦ ଆନ୍ଦୋଳନରେ  ମନୀଷ ତିୱାରୀ, ଶିବ ନାରାୟଣ ପଟେଲ, ପ୍ରଦୀପ ନାୟକ, ଉପେନ୍ଦ୍ର ପଟେଲ, ହରିହର ପଟେଲ ଓ ଅନ୍ୟ ଚାଷୀ ମାନେ ଉପସ୍ଥିତ ଥିଲେ |

0
0
0
s2sdefault