ହେଡଲାଇନସ୍:

ଫଳ ମାର୍କେଟରେ ଲାଗିଲା ନିଆଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) - ଭୁବନେଶ୍ୱରର କଳ୍ପନା ଛକ - ରାଜମହଲ ମଧ୍ୟବର୍ତ୍ତୀ ରେଳବାଇ ଓଭର ବ୍ରିଜ  ନିକଟରେ ଥିବା ଫଳ ଦୋକାନରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୭/୮ ଟି ଫଳଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବିଦ୍ୟୁତ ସଟ ସର୍କିଟ ଯୋଗୁ ଏହି ଅଘଟଣ ଘଟିଥିବା ଜଣାପଡିଛି । ଦମକଳ ବାହିନୀ ଆସି ଏହି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । 

0
0
0
s2sdefault