ହେଡଲାଇନସ୍:

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ : ଉଦୟନାଥ ଫର୍ଣ୍ଣିଚର୍ସ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ : ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ଉଦୟନାଥ ଫର୍ଣ୍ଣିଚର୍ସ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ପଦ୍ମପୁର ସ୍ଥିତ କପସିଲା ରୋଡ ଉଦୟନାଥ ଫର୍ଣ୍ଣିଚର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜ ସେବୀ ନିରୋଜ ଦୋରା,ଯୁବନେତା  ପ୍ରଶାନ୍ତ କୁମାର ମହାନ୍ତି,ସାମ୍ବାଦିକ ଲାଲ ବିହାରୀ ମିଶ୍ର,ରତ୍ନମଣି ଶତପଥୀ, ପ୍ରଦୀପ୍ତ ଦାଶ, ଅଶ୍ବିନୀ ଧରୁଆ, ନୀଳକଣ୍ଠ ଦୀପ,ହେମନ୍ତ ସାହୁ, ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ଏହି ଶିବିର ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାର ସଂଗ୍ରାମ କେଶରୀ ମହନ୍ତ, ହୀତେଶ ସାହୁ, ଦୀପକ ସାହୁ ସହଯୋଗ କରିଥିଲେ। ଶିବାଶିଷ ପଟ୍ଟନାୟକ, ରୋହିତ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସେଠ, ସନ୍ତୋଷ ବାରିକ, ସନ୍ତୋଷ ସାହୁ, ଉମେଶ ନାଏକ, ଦୁର୍ଗାଶୀଷ ପଟ୍ଟନାୟକ, ପ୍ରବୀର ମଲ୍ଲିକ, ସନ୍ଦିପ ନାୟକ, ହରିହର ନିଆଲ,ପ୍ରତାପ, ଦିନେଶ, ଟିକୁ ପ୍ରମୁଖ ଏହି ଶିବିରକୁ  ଆୟୋଜନରେ ସହଯୋଗ କରିଥିଲେ ।

ଆଜିର ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ରକ୍ତ ଦାତାମାନେ ହେଲେ ସାତ୍ତ୍ଵିକ କୁମାର ଶତପଥୀ, ରୋହିତ କୁମାର ପ୍ରଧାନ, ସୁଶୀଳ କୁମାର ବେହେରା, ସୁଦାମ ମେହେର, ଅରୁଣ କୁମାର ବରିହା, ପ୍ରେମାନନ୍ଦ ସାହୁ, ସନ୍ଦୀପ ବାରିକ, ସୁନିତ କୁମାର ଘିବେଲା, ସନ୍ତୋଷ ସେଠ୍, କେଶବ ପାତ୍ର, ରଜନୀକାନ୍ତ ମହାନନ୍ଦ, ରାଧାକାନ୍ତ ବାରିକ, ମନୀଷ କୁମାର ନାୟକ, ରାଜେଶ ବେହେରା, ଭୋଜରାଜ ସିଂ ବରିହା, ଗଜେନ୍ଦ୍ର ପଧାନ, ଜୁମ୍ମା ଖାନ, ଗଜେନ୍ଦ୍ର ଧରୁଆ, ସୁନୀଳ ପୋଢ଼, ଦିନେଶ ଜେନା, ରବିନାରାୟଣ ପାଣ୍ଡେ, ରମେଶ କୁମାର ପାଣ୍ଡେ, ସନ୍ତୋଷ କୁମାର ବାରିକ, ପଞ୍ଚା ଧୁବଲ, ଜିତେନ୍ଦ୍ର ବରିହା, ବାଳଗୋପାଳ ସାହୁ,  ସୁଧିର କିଷାନ, ଶିବାଶିଷ ପଟ୍ଟନାୟକ, ଗୌରୀ କୁମାର ସାହୁ, ସୁଦେଷ୍ଣା ନାୟକ  ।


 

 

0
0
0
s2sdefault