ହେଡଲାଇନସ୍:

ପଡିଲା ୫ ଟି ଖଣ୍ଡା : ନିଲମ୍ବିତ ହେଲେ ତିନି ସରପଂଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର( ଶାସକ ପ୍ରଶାସକ ) ରାଜ୍ୟ ସରକାର ତିନି ଜଣ ସରପଂଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‍ ସୁଲଣା ଗ୍ରାମପଚାଂୟର ସରପଂଚ ଶ୍ରୀମତୀ ଅଲିଭା ପଲେଇ, ବରଗଡ ବ୍ଲକ୍‍ କଳାପାଣି ଗ୍ରାମପଚାଂୟତର ସରପଂଚ ଶ୍ରୀ କେ.ଭି.ରେଡ୍ଡୀ ଏବଂ ଭଦ୍ରକ ବ୍ଲକ୍‍ ବେତେରା ଗ୍ରାମପଚାଂୟର ସରପଂଚ ବିମ୍ବାଧର ଦାସଙ୍କୁ ନିଲମ୍ବନ କରାଯଇଛି । ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଚାଂୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

 

0
0
0
s2sdefault