ହେଡଲାଇନସ୍:

ମାଟ୍ରିକ ପରୀକ୍ଷା ଫେବୃୟାରୀ ୧୯ରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷା-୨୦୨୦  ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ | ଏହା ମାର୍ଚ ୨ ପର୍ଯ୍ୟନ୍ତ ଚାଲିବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି |  ଧାର୍ଯ୍ୟ ପରୀକ୍ଷା ଶୁଚି ସମ୍ପର୍କରେ ବୋର୍ଡ ତରଫରୁ ପ୍ରକାଶିତ ବିଜ୍ଞପ୍ତି  ଅନୁସାରେ 

ଫେବୃଆରୀ  ୧୯  (ବୁଧବାର )- ଓଡ଼ିଆ ଭାଷା 

ଫେବୃଆରୀ ୨୨ (ଶନିବାର)- ଇଂରାଜୀ 

ଫେବୃଆରୀ  ୨୪  (ସୋମବାର)- ସଂସ୍କୃତ/ହିନ୍ଦୀ 

ଫେବୃଆରୀ  ୨୬  (ବୁଧବାର) – ଗଣିତ 

ଫେବୃଆରୀ  ୨୮  (ଶୁକ୍ରବାର)- ବିଜ୍ଞାନ 

ମାର୍ଚ୍ଚ  ୨  (ସୋମବାର ) – ସାମାଜିକ ବିଜ୍ଞାନ .

 

0
0
0
s2sdefault