ହେଡଲାଇନସ୍:

ରାସ୍ତା ମଝିରେ ତେନ୍ତୁଳି ବାହି , ପ୍ରଶାସନର ନଜର ନାହିଁ , ଲୋକେ ହନ୍ତ ସନ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଏନଏସି ର ୨ନଂ ଓ୍ୱାଡ ଶୁଣ୍ଢିମୁଣ୍ଡା ଠାରେ ଦିର୍ଘ ୫ ଘଣ୍ଟା ହେଲାଣ ଏକ ତେନ୍ତୁଳି ଗଛର କିଛି ଅଶଂ ବାହିପାଖୁଡା ଧସି ପଡିବାରୁ  ଜାତାୟତ ଠପ୍ ହେଇପଡିଛି I ଫଳରେ ଯାନବାହନ ଜାତାୟତରେ ଅସୁବିଧା ଦେଖାଦେଇଛି I ବୌଦ୍ଧ - ରେଢାଖୋଲ ର ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକ ମାନେ ବହୁତ ହଇରାଣ ହେଉଛନ୍ତି I ଏନଏସି କର୍ତ୍ତୁ ପକ୍ଷ କୁ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସୁବିଧା କରି ନାହାନ୍ତି I

0
0
0
s2sdefault