ହେଡଲାଇନସ୍:

ଦୁର୍ଗମ ଇଲାକାରେ ଜିଲ୍ଲାପାଳ ଶୁଭମ ସକସେନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଇକରେ ବୁଲିଲେ , ପାଦରେ ଚାଲିଚାଲି ଗଲେ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଜିଲ୍ଲାର ଜଙ୍ଗଲି ଦୁର୍ଗମ ଓ ମାଓଉପଦ୍ରୁତ ଅଞ୍ଚଳ ଗ୍ରସ୍ତ କରିଛନ୍ତି I ଏହି ଦୁର୍ଗମ ଅଞ୍ଚଳରେ ଯାନବାହନ ଚଳାଚଳ ପାଇଁ ରାସ୍ତା ନଥିବାରୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବାଇକରେ ଅଞ୍ଚଳ ପରିଦର୍ଶନ କରିଛନ୍ତି I ସେହିପରି କେତେକ ଅଞ୍ଚଳକୁ ବାଇକରେ ଯିବା ଭଳି ରାସ୍ତା ନଥିବାରୁ ପାଦରେ ଚାଲିଚାଲି ଯାଇ ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଛନ୍ତି I ଏହି ଅବସରରେ ଦର୍ଶନୀୟ ସ୍ଥାନ ତଥା ଐତିହାସିକ ପୀଠ ଭୀମମଣ୍ଡଳି ବୁଲି ଦେଖିଛନ୍ତି I ଜିଲ୍ଲାପାଳଙ୍କ ସହ ରେଢାଖୋଲ ଡିଏଫଓ ତଥା ଅନ୍ୟ ବିଭାଗ ର ଅଧିକାରୀ ମାନେ ଗସ୍ତରେ ସାମିଲ ଥିଲେ I

0
0
0
s2sdefault