ହେଡଲାଇନସ୍:

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ) : ସଦର ବ୍ଲକ ଅନ୍ତର୍ଗତ ପିପଲଛେଣ୍ଡି ଗ୍ରାମରେ ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନର ମିଳିତ ଆନୁକୁଲ୍ୟରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଈଛି ।ଆଶା ଓଡିଶାର ପ୍ରକଳ୍ପ ସଂଯୋଜକ ସଞ୍ଜିବ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଖଇରାନୀ ଓ ସାହିପଲାର ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି ଓ ଆଶାକର୍ମୀ, ଗ୍ରାମର କିଶୋର କିଶୋରୀ ଓ ଗଣ ମାଧ୍ୟମ ପ୍ରତିନିଧି ଦିପକ କୁମାର ମିଶ୍ର ଓ ଅମିତ କୁମାର ପୁରୋହିତ ଉପସ୍ଥିତ ଥିଲେ । ବାଲ୍ୟ ବିବାହର କୁପରିଣାମ, ଯୌନ ପ୍ରଜନନ, ସ୍ୱାସ୍ଥ୍ୟ ଅଧିକାର, ଲିଙ୍ଗଗତ ସମସ୍ୟା ଓ ଶିଶୁ ସୁରକ୍ଷା ଉପରେ ବିଶଦ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ  ଆଶା ଓଡିଶାର ସାହିପଲା ସଂକୁଳ ସଂଯୋଜକ ଦୟାନିଧି ଜଗତ ପରିଚାଳନା କରିଥିବା ବେଳେ ରତ୍ନାଞ୍ଜୟ ବାଗ ସହଯୋଗ କରିଥିଲେ ।

0
0
0
s2sdefault