ହେଡଲାଇନସ୍:

ଦୁର୍ଘଟଣାରେ ୨ଜଣ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର - କଟକ ୫୫ନଂ ଜାତୀୟ ରାଜପଥ ତଥା ରେଢାଖୋଲ ଥାନା ଅନ୍ତର୍ଗତ ଦଳଖମଣ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ ମୁହାଁ ମୁହିଁ ହୋଇଛି I ଫଳରେ ଉଭୟ ବାଇକ ଆରୋହି ଆହତ ହୋଇଛନ୍ତି I ଆହତ ମାନେ ହେଲେ ରେଢାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଚାରିବାଟି ଗ୍ରାମର ଅଶ୍ୱିନି ବେହେରା ଓ ଚାରମାଳ ଥାନା ଭଟକାପଡା ଗ୍ରାମର ବିଜୟ ଦେହୁରୀ I ଆହତଙ୍କୁ ରେଢାଖୋଲ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି I

0
0
0
s2sdefault