ହେଡଲାଇନସ୍:

ଜିଲ୍ଲାପାଳ ଓ ଏସପି ଙ୍କର ମିଳିତ ଜନଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ମୁଖ୍ୟାଳୟ ପରିସରରେ ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଓ ଏସପି  ପଦ୍ମିନୀ ସାହୁଙ୍କର ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଜନଶୁଣାଣୀ କାର୍ଯକ୍ରମର ସମୁଦାୟ 78 ଗୋଟି ଆଭିଯୋଗ ଆସିଥିଲା । 48 ଟି ବ୍ୟକ୍ତିଗତ ଓ 30 ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ଅଭିଯୋଗ ଗୁଡିକର ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କର ମଧ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ , ବିଡ଼ିଓ  ଶ୍ରୀ ରୁନୁ ଲାକ୍ରା , ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା ଓ ସମସ୍ତେ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault