ହେଡଲାଇନସ୍:

ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପାଇକମାଲ ଥାନା ଅଧିକାରୀ ଶ୍ରୀ ଶ୍ରୀ ବିଶ୍ୱଜିତ ମନବୋଧ ଯାନବାହନ ତନଖି କରୁଥିବା ସମୟରେ ରାଜକୁମାର ଗିଧିଲି ନାମକ ଜଣେ ଯୁବକ ପ୍ରଚୁର ମାତ୍ରାରେ ମଦ୍ୟପାନ କରି ଗୋଟେ ସ୍କୁଟି ଚଳାଇ ଆସୁଥିବା ଥାନା ଅଧିକାରୀ ଦେଖିଥିଲେ । ମଦ୍ୟପ ଯୁବକ କୁ ଅଟକାଇ ଥାନା ଅଧିକାରୀ ତାର ଡାକ୍ତରୀ ମୁଆଇନା କରାଇବା ସହିତ ମଦ୍ୟପାନ କରି ଗାଡି ଚଳାଉଥିବା ଅପରାଧ ରେ Non FIR ନମ୍ବର 20/2019 ଧାରା ,181, 185 , 188 , 184 , 177 , 195 MV ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବା ସହିତ ଅଭିଯୁକ୍ତ ଚଳାଉଥିବା ସ୍କୁଟି OD17s5053 କୁ ଜବତ କରିଛନ୍ତି ।

0
0
0
s2sdefault