ହେଡଲାଇନସ୍:

ହାଲୋ ମୁଁ ମିନିଷ୍ଟାର ପ୍ରତାପ ଜେନା କହୁଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) 

 -ନମସ୍କାର ...ମୁଁ ମିନିଷ୍ଟର ପ୍ରତାପ ଜେନା କହୁଛି |

ମୋ ସରକାରରେ ଆବାସ ଓ ପାନୀୟ ଜଳ ସାମିଲ ହେଲା ପରେ ଏହା ଥିଲା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ନିର୍ମାଣ  ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଭାଗରେ ମୋ ସରାକର ଓ ୫-ଟି ର କାର୍ଯ୍ୟକାରିତା ନେଇ ସିଧାସଳଖ ଲୋକଙ୍କ ସହିତ ଫୋନ୍‍ ଯୋଗେ କଥା ହୋଇଛନ୍ତି । ବ୍ଲକ ଅଫିସ୍‍କୁ ଆସୁଥିବା ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସହଯୋଗ ନେଇ ମତାମତ ଲୋଡିଛନ୍ତି । ଏହି କ୍ରମରେ ଆଜି ମନ୍ତ୍ରୀ ଶ୍ରୀ ଜେନା ୧୦ଜଣ ହିତାଧିକାରୀଙ୍କ ମତାମତ ଲୋଡିଥିବାବେଳେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଜେନା | 

 

0
0
0
s2sdefault