ହେଡଲାଇନସ୍:

ମୋବାଇଲ ବ୍ୟାଟେରି ଫାଟି ୨ ଛାତ୍ର ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ ଉପଖଣ୍ତ ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତ ଅନ୍ତର୍ଗତ ଜୁରାପାଲି ପ୍ରାଇମେରୀ ସ୍କୁଲରେ କାଲି ଅପରାହ୍ନରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଛାତ୍ର ଆହତ ହେଇଛନ୍ତି I ସେମାନେ ହେଲେ , ବବୁଲି ବୀର ଓ ଶଶାଙ୍କ ସାହୁ I ଉଭୟ ଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି I

0
0
0
s2sdefault