ହେଡଲାଇନସ୍:

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ହୋଲି ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା):ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ଲାଠିକଟା ବ୍ଲାଇଣ୍ଡ ସ୍କୁଲ ଅନୁଷ୍ଠାନ ରେ ରଙ୍ଗ ର ପର୍ବ ହୋଲି ଧୁମ୍ ଧାମ୍ ରେ ପାଳନ କରାଯାଇଛି ।ଅନୁଷ୍ଠାନ ର ସଭାପତି ବିଶ୍ବଜିତ ରାଉତ ଙ୍କ ତତ୍ତ୍ଵାବଧାନ ରେ ଲାଠିକଟା ବ୍ଲାଇଣ୍ଡ ସ୍କୁଲ ର ଅନ୍ତେବାସୀଙ୍କ ମାନଙ୍କ ପାଇଁ ମିଷ୍ଟାନ୍ନ ଖାଦ୍ୟପେୟ ର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ସଦସ୍ଯ ଉପସ୍ଥିତ ରହି ସାହାଯ୍ଯ ର ହାତ ବଢାଇଥିଲେ । ଏଠାରେ ସମସ୍ତ କାର୍ଯ୍ୟକର୍ତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଲଲିତା ସମାଦ , ଲକ୍ଷ୍ମୀ ବାନରା , ମୋନିକା ମାଝି , ଗୀତା ଆରଗାଜ , ସିକନ୍ଦର ସମାଦ ଆଦି ଉପସ୍ଥିତ ହୋଇଥିଲେ ।

0
0
0
s2sdefault