ହେଡଲାଇନସ୍:

ଯଦି ଜାରି ହୋଇଥିବା ଏହି ଚିଠି ଟି ସତ, ଏମିତି କଣ ଛୁଟି ଘୋଷଣା ହୁଏ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ୨୬ ମାର୍ଚ୍ଚ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଉ ଏହି ବିଜ୍ଞପ୍ତିରେ ଦସ୍ତଖତ କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ | ଯଦି ଜାରି ହୋଇଥିବା ଏହି ଚିଠି ଟି ସତ, ତେବେ ଏଥିରେ ଗୁରୁ ଚଣ୍ଡାଳ ଦୋଷ ରହିଛି | ଟିକେ ଦେଖିଲେ ଜାଣିପାରିବେ |ମଣିଷ ମାତ୍ରକେ ଭୁଲ | ହେଲେ ଟିକେ ଯତ୍ନବାନ ହେଲେ ଭଲ |



 

0
0
0
s2sdefault