ହେଡଲାଇନସ୍:

ବନ୍ଧା ହେଲେ ସାଇବର ରୋମିଓ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍  ଇନଷ୍ଟାଗ୍ରାମରେ  ଯୌନ ନିର୍ଯ୍ଯାତନା ଦେଇ  ଯୁବକ ଗିରଫ ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ  ଯୌନ ନିର୍ଯ୍ଯାତନା ଓ ଧମକ  ଦେଇ ଜଣେ ୨୬ ବର୍ଷିୟ ଯୁବକ ଥାନାରେ ଅଟକ । ପ୍ରାପ୍ତ ଖବର ଅନୁଯାୟୀ ଯୁବକ ଜଣଙ୍କର ଘର ନୟାଗଡ ଜିଲ୍ଲା ଦଶପଲା ଥାନା ଅନ୍ତର୍ଗତ ପୋଡାବାଇ ଗ୍ରାମର ଜିତେନ୍ଦ୍ର ବେହେରା ବୋଲି ଜଣାପଡିଛି । କେସ୍ ନମ୍ବର ୪୬ ଧାରା ୪୨୯,୫୦୬,୫୦୭,୫୦୯ IPC RW ସେକ୍ସନ୍ 66 (E) IT Act of ପୋକସୋ ୨୦୧୨ ଅନୁଯାୟୀ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ କଳାହାଣ୍ଡି SP  ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।

0
0
0
s2sdefault