- Hits: 1011
ପାର୍ଥସାରଥିଙ୍କ ମନଛୁଆଁ ଗୀତଗୋବିନ୍ଦର ଭାବ ଆଉ କୁଚିପୁଡ଼ି ନୃତ୍ୟରେ ବାତ୍ସଲ୍ୟ ରସରେ ଭିଜିଲା ପ୍ରେକ୍ଷାଳୟ
ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସଂଧ୍ୟା ଭୁବନେଶ୍ୱର(କୁମାର ଅଭିଶେଖ) : ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ...









