ହେଡଲାଇନସ୍:

ଭାଗବତ ଟୁଙ୍ଗି  ଶିଲାନ୍ୟାସ କଲେ ପୂର୍ବତନ ମନ୍ତ୍ରୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଭାଗବତ ଟୁଙ୍ଗି ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ(ଶିଲାନ୍ୟାସ)ହୋଇଯାଇଛି । ଏହି ଶିଲାନ୍ୟାସ ଉତ୍ସବରେ ଭେଉଁରିଆ ପଞ୍ଚାୟତର ସରପଞ୍ଚ  ରଜନୀ ସାହୁ,ପୂର୍ବତନ ସମିତି ସଭ୍ୟ ଭକ୍ତ ଚରଣ ଲୁହାର,ଉମେଶ ସାହୁ, ସଂଗ୍ରାମ ବହିଦାର,ବିଜୟ ଭୋଇ ଓ ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

0
0
0
s2sdefault