ହେଡଲାଇନସ୍:

କବି -ଜାତି ନିର୍ମାଣର ପ୍ରଜାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  କବି -ଜାତି ନିର୍ମାଣର ପ୍ରଜାପତି|  କବିତା ହିଁ ସୁସ୍ଥ ଓ ଶାନ୍ତି ସମାଜ ଗଠନ କରିବାରେ ସାହାଯ୍ୟ କରେ। କବିତାର ମାଧୁର୍ଯ୍ୟ କବି ଏବଂ ପାଠକକୁ ମତୁଆଲା କରିପାରିଛି। କବିତକର୍ମଶଳା ରେ କବିମାନଙ୍କ ଏହା ମତବ୍ୟକ୍ତ କରିଛନ୍ତି | 

ସୋମବାର  ସନ୍ଧ୍ୟରେ ଅଗ୍ରଣୀ ଅନୁଷ୍ଠାନ ଭକ୍ତିସଂଗୀତ ସଂସଦ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଅନୁଷ୍ଟିତ କବିତା କର୍ମଶାଳ।ରେ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ସ୍ୱାଗତ ସମ୍ଭାଷଣ ଦେଇଥିଲେ। ବରିଷ୍ଠ କବି ବିଚିତ୍ରା ନନ୍ଦ ବେବର୍ତା ସଭାପତିତ୍ୱ କରିଥିବାବେଳେ ତିତିଲି ହିରୋ ଭାଗବତ ପାଢ଼ୀ ମୁଖ୍ୟ ଅତିଥି  ,ସମାନିତ ଅତିଥି ଆଶାଲତା ପାଣିଗ୍ରାହୀ,ଅରକ୍ଷିତ ପାତ୍ର, ଯୋଗ ଦେଇଥିଲେ। କବି ଶଶୀଭୂଷଣ ପଟନାୟକ ଏବଂ କବି ଆଶିଷ କୁମାର ରାଜୁଙ୍କ କବିତା ସବୁଠାରୁ ଆକର୍ଷଣ ଥିଲା।

0
0
0
s2sdefault