- Hits: 545
ବାରିପଦା ସହରରେ ପ୍ରଥମ ଘଟଣା : ପୁଲିସର ଅପାରଗତା ପାଇଁ ଗୋଟାଏ ରାତିରେ ଦୁର୍ବୁତ ୪ ଏଟିଏମରୁ ଲୁଟିଲେ ୧୫ ଲକ୍ଷରୁ ଅଧିକ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅତୀତର ବାରିପଦାରେ ଗାନ୍ଧିଜୀଙ୍କର ରାମ ରାଜ୍ୟର ପରିକଳ୍ପନାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଥିଲା । ଆସ୍ତେ ଆସ୍ତେ ବାରିପଦା ସହର ବାହାର ଜିଲ୍ଲା ଓ ରାଜ୍ୟରୁ ଜନସାଧାରଣଙ୍କ ପ୍ରବେଶ ଓ ଅନୁପ୍ରବେଶ ଆଦି...