- Hits: 402
ମଣ୍ଡିସ୍କାମର ତଦନ୍ତ ଓ ଯୋଗାଣ ଅଧିକାରୀଙ୍କୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ।
ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଧାନ ମଣ୍ଡିସ୍କାମକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ଵତନ୍ତ୍ର ଟିମ ଭେଟି ନିଜର ଦାବି ଉପସ୍ଥାପନ କରିବାସହ ଘଟଣାର ତଦନ୍ତ କରି...







