- Hits: 362
ବର୍ଜ୍ୟବସ୍ତୁ ପରିଚାଳନା ଚିନ୍ତା : ୬ଟି ଜିଲ୍ଲାର ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସମୀକ୍ଷା କଲେ ସଚିବ
ଭୁବନେଶ୍ୱର ,(Shasak Prashasak): ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପରାମର୍ଶ ଦେଇଛନ୍ତି । ଗତ କାଲି ବଲାଙ୍ଗିର ଠାରେ ୬...