ହେଡଲାଇନସ୍:

ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ପରିପ୍ରେକ୍ଷୀରେ ପ୍ରତିଯୋଗିତା ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶିବାଶିଷ ପଟ୍ଟନାୟକ ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍କୁଲ ଓ କଲେଜଗୁଡିକର ଛାତ୍ର,ଛାତ୍ରୀ ମାନଙ୍କୁ ନେଇ କରି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ୪ ଓ ୫ଶ୍ରେଣୀ ରୁ ୬ ଷ୍ଠ ରୁ ୮ମ ଓଡିଆ ବକ୍ତୃତା ଆରମ୍ଭ ଓ ୯ ଓ ୧୦ ଶ୍ରେଣୀ , ଉଚ୍ଚ ମାଧ୍ୟମିକସ୍ତର,+୩(ସ୍ନାତକ)ସ୍ତରରେ ତର୍କ ପ୍ରତିଯୋଗିତା ଓ ଅପରାହ୍ନ ୩ଘ ୩୦ମି,ରେ ଲିଖିତ ସାଧାରଣଞାନ ସ୍ଥାନୀୟ ଆର, ବି, ହାଇସ୍କୁଲ ଠାରରେ ଅନୁଷ୍ଠିତ ହୋଇଯାଛି।ଏହା ପ୍ରତିଯୋଗିତା କୁ ମାର୍ଗଦର୍ଶିକା ର କମିଟି ପରିଚାଳନା କରୀଥିଲେ। ଏହି ପ୍ରତିଯୋଗିତାରେ ବିଚାରମଣ୍ଡଳୀପାଇ ଓଡିଆବକୃତା ପାଇଁ ୩ଜଣ, ତର୍କ ୩ଜଣ,ଲିଖିତ ସାଧାରଣଜ୍ଞାନ ପାଇଁ ୩ ବିଚାରମଣ୍ଡଳୀ ପାଇ ମାଗଦଶକାକମିଟି ଏମାନଙ୍କୁ ମନୋନୀତ କରୀଥିଲେ।

0
0
0
s2sdefault