- Hits: 525
ଅନ୍ତର୍ଜାତୀୟ ସ୍ତରୀୟ ' ଓଡିଶୀ ରାଗ କଣ୍ଠ ସଙ୍ଗୀତ--୨୦୨୦' ପ୍ରତିଯୋଗିତା : ପାରଳାଖେମୁଣ୍ଡିର ଆଶୁତୋଷ ମିଶ୍ର ତୃତୀୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ମେ ମାସ ୨୯ ତାରିଖ ଠାରୁ ଜୁନ ମାସ ୫ତାରିଖ ପର୍ଯ୍ୟନ୍ତ "ଆଳାପ" ସଙ୍ଗୀତ ଅନୁଷ୍ଠାନ ଭୂବନେଶ୍ୱର ଦ୍ବାରା ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସ୍ତରୀୟ ' ଓଡିଶୀ ରାଗ କଣ୍ଠ...