ହେଡଲାଇନସ୍:

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ନୟାଗଡ ଶାଖାରେ ବ୍ୟାଙ୍କର 100 ବର୍ଷ ପୂର୍ତ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ/ବିଶ୍ୱଜିତ ନାୟକ : ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର 100 ବର୍ଷ ପୂର୍ତ୍ତୀ ଉତ୍ସଵ ପାଳନ କରିଛି ନୟାଗଡ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା । ଏହି ଉପଲକ୍ଷେ ବ୍ୟାଙ୍କ ଶାଖାକୁ ସୁନ୍ଦର ଭାବେ ଆଜି ସଯାଜାଇଥିଲା ।ଏହି ପୂତ୍ତିପାଳନ ଅବସରରେ Union Bank Of India ର ନୟାଗଡ଼ ଶାଖା ମ୍ୟାନେଜର ଜୟନ୍ତ ଗାଙ୍ଗୁଲିଙ୍କ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ 34 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ନୟାଗଡ Union Bank Of India ର ପ୍ରତ୍ୟେକ କର୍ମଚାରି ରକ୍ତଦାନ କରିଥିଲେ ।

0
0
0
s2sdefault