ହେଡଲାଇନସ୍:

କୋମନାରେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା- ନୂଆପଡା ଜିଲା ବିଜେପି ତରଫରୁ କୋମନା ବ୍ଲକ ର ବିଭିନ୍ନ ଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ୧୦୦ ତମ ଜୟନ୍ତୀ ଉପଳକ୍ଷେ ଗାନ୍ଧୀ ସଂକଳ୍ପ ଯାତ୍ରା କରାଯାଇଛି । ଏଥିରେ ଜିଲା ବାର ଏସୋସିଏସନ୍ ସଭାପତି ପ୍ରଶନ୍ନ ପାଢୀ, ବିଧାୟକ ପ୍ରାର୍ଥୀ ହୋମସିଂ ମାଝୀ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୂଖ ଯୋଗ ଦେଇ କୋମନା,ମହୁଲଭଟା,ଟିକ୍ରାପଡା, ନୂଆଗାଁ, କାମକେଡା ଗ୍ରାମକୁ ଯାତ୍ରା କରି ଗାନ୍ଧିଜୀଙ୍କ ଆଦର୍ଶ ଓ ନୀତି ଉପରେ ଆଲୋଚନା କରିଥିଲେ । ଭାରତସାରା ଗାନ୍ଧୀ ଯାତ୍ରା ଚାଲିଥିବା ବେଲେ ମଦ ବନ୍ଦ ଉପରେ ଗୁରୁତ୍ଵ ଦେଇଥିଲେ ।

0
0
0
s2sdefault