ବଲାଙ୍ଗୀର: ଆଜି ଆମର ବଲାଙ୍ଗୀର ର ଭୀମଭୋଇ ମେଡିକାଲ କଲେଜ ର ଅଡିଟୋରିୟମ ଠାରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜିତ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବଲାଙ୍ଗିର ଶ୍ରୀଯୁକ୍ତ_କଳିକେଶ_ନାରାୟଣ_ସିଂଦେଓ ସମ୍ମାନିତ ଅତିଥି ଭାବରେ ପୌର ପରିଷଦର ଅଧ୍ୟକ୍ଷା #ଲିକା_ସାହୁ ପୌରପରିଷଦ ର କାର୍ଯ୍ଯ ନୀର୍ବାହୀ ଅଧିକାରୀ #ସନ୍ତୋଷ_ବେହେରା ଯୋଗଦେଇ ପୌରପରିଷଦ ଓ କର୍ମକର୍ତ୍ତାମାନଙ୍କୁ ତାଙ୍କର ଦାୟୀତ୍ବବୋଧ ବିଷୟରେ ଉଦ୍ବୋଧନ ଦେଇ ବଲାଙ୍ଗିର କୁ ସ୍ବଚ୍ଛ ଓ ନିର୍ମଳ ଉନ୍ନତ ଓ ବିକାଶ ପାଇଁ ବଲାଙ୍ଗିର ର ଜନସାଧାରଣଙ୍କ ମଧ୍ଯ ସମର୍ଥନ ଏକାନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ଏହି ସଭାରେ ବଲାଙ୍ଗିର ପୌରପରିଷଦ ର ସମସ୍ତ କାଉନସିଲର ସଭ୍ଯ ସଭ୍ଯା ତଥା ବହୁ ବରିଷ୍ଟ ବିଜେଡି ନେତା ସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ କେତେ ଜଣ ପୌରପରିଷଦ କର୍ମକର୍ତ୍ତା ପୁରସ୍କୃତ ହୋଇଥିଲେ
ରାଜ୍ୟ
ବଲାଙ୍ଗୀର: ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜିତ
- Hits: 52