ହେଡଲାଇନସ୍:

କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁୁବନେଶ୍ୱର:୧୯୯୭ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଭାବେ କାର୍ଯ୍ୟକରୁଥିବା ଧୀରେନ୍ଦ୍ର ଏସ୍.କୁଟ୍ଟେଙ୍କୁ ମିଳିଛି ନୂଆ ନିଯୁକ୍ତି । ଅଫିସର ଅନ ସ୍ପେସିଆଲ ଡ୍ୟୁଟି ନୁହେଁ, ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି | ଶ୍ରୀ କୁଟ୍ଟେଙ୍କ ଏହି ନୂତନ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଲଗାଇଛନ୍ତି ମୋହର |  ୨୦୧୭ ଏପ୍ରିଲ୍ ରେ ମୁଖ୍ୟମନ୍ତ୍ରୀଙ୍କଓଏସଡି  ଭାବେ ଯୋଗ ଦେଇଥିବା  ଶ୍ରୀ କୁଟ୍ଟେ  ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ ତଥା ଭଲ ଅଫିସର ଭାବେ ଜଣାଶୁଣା | ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଭାବେ ମଧ୍ୟ ସେ ଦୀର୍ଘ ଅଢେ଼ଇ ବର୍ଷ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି  । 

0
0
0
s2sdefault