ହେଡଲାଇନସ୍:

ରେଢାଖୋଲରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳ ଭାବରେ ଶ୍ରୀ ଡୋଳାମଣୀ ପଟେଲ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି I ପୂର୍ବରୁ ଥିବା ଉପ ଜିଲ୍ଲାପାଳ ବିଶିକେସନ ଦେହୁରୀ ତାଙ୍କର ଭୂବନେଶ୍ୱର କୁ ପ୍ରମୋସନ ହେବା ଫଳରେ ସେ ଏଠାରୁ ତାଙ୍କର ଦାଇତ୍ୱ ନୂତନ ଉପ ଜିଲ୍ଲାପାଳ ଶ୍ରୀ ଡୋଳାମଣୀ ପଟେଲ ଙ୍କୁ ଦାଇତ୍ୱ ଭାର ଦେଇଛନ୍ତି I ଶ୍ରୀ ଡୋଳାମଣୀ ପଟେଲ ପ୍ରଥମେ ସୁନ୍ଦରଗଡରେ ଉପ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲେ I

0
0
0
s2sdefault