ହେଡଲାଇନସ୍:

ସୁନ୍ଦରଗଡରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼( ହୋରାଚାନ୍ଦ ଦେହୁରୀଆ) : ସୁନ୍ଦରଗଡ଼ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି ସହିତ ଦିବସ |  ଏହି ଅବସରରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରଥମେ ରିଜର୍ଭ ପୋଲିସ ମାନେ ପାରେଡ଼ କରିଥିଲେ|  ତାପରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ଦେଶରେ ତଥା ରାଜ୍ୟର ସମସ୍ତ ସହିଦଙ୍କ ନାମ ପାଠ କରିଥିଲେ | ଦେଶର ଏବର୍ଷ ୨୯୨ ସହିଦ ହୋଇଛନ୍ତି ଓ ଆମ ରାଜ୍ୟରେ୨ଜଣ ସହିଦ ହୋଇଛନ୍ତି ସେମାନେ ନିଷ୍ଠାପର ଭାବରେ ଦେଶପାଇଁ ବଳିଦାନ ଦେଇଛନ୍ତି | ସେମାନଙ୍କ ତ୍ୟାଗ ଆମ ପାଇଁ ସବୁଦିନ ମନେ ରହିବ | ତାଙ୍କର ଅମର ଆତ୍ମାର ସଦଗତି  କାମନା କରୁଛି ବୋଲି କହିଥିଲେ  | ତାପରେ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ  ଶ୍ରଦ୍ଧାଞ୍ଜଳି ଜ୍ଞାପନ  କରିଥିଲେ |

0
0
0
s2sdefault