ହେଡଲାଇନସ୍:

ବିଜେପୁର ଉପନିର୍ବାଚନ: 5ଟା ସୁଦ୍ଧା 72% ମତଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଆଜି ହେଉଥିବା ମତଦାନରେ ସନ୍ଧ୍ୟା 5ଟା ସୁଦ୍ଧା 72% ମତଦାନ ହେଇଛି । ସମ୍ପୁର୍ଣ୍ଣ ଶାନ୍ତି ପୂର୍ଣ ଭାବରେ ହେଇଥିବା ମତଦାନ ରେ ସକାଳୁ କିଛି ଭିଭିପାଟ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ତୁରନ୍ତ ସେଗୁଡିକୁ ବଦଳାଇ ଦିଆଯାଇଥିଲା । କିଛି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ସାରିଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ପରେ ବି ଅଧିକାଂଶ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି ଏଥିପାଇଁ ଭୋଟ ପରସେଣ୍ଟଜ ଆହୁରି ବଢିବ ।

0
0
0
s2sdefault