ହେଡଲାଇନସ୍:

ପ୍ରାର୍ଥୀପତ୍ର ଦାଖଲ କଲେ ଦିଲ୍ଲୀପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ଦିଲ୍ଲୀପ ପଣ୍ଡା । ଆଜି 11ଟା ସମୟରେ ଶ୍ରୀ ପଣ୍ଡା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଙ୍କର କାର୍ଯଳୟ ରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।ଏହି ଅବସରରେ ତାଙ୍କର ପ୍ରସ୍ତବକ ଓ ସମର୍ଥକ ଙ୍କର ସହିତ ଶ୍ରୀ ପ୍ରଦୀପ ଦେବତା , ଶ୍ରୀ ଗୋନ୍ତିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault