ହେଡଲାଇନସ୍:

ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଲାଡ଼ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ | OD-19N-9991ନଂ ଗାଡ଼ିଟି ଅନୁଗୁଳରୁ ରାୟଗଡ଼ା ଯାଉଥିବା ସମୟରେ ଲାଡ଼ ସ୍କୁଲ ଛକ ଠାରେ ଆଗପଟୁ ବାଇକ ଆସୁଥିବା ଦେଖି ଡ୍ରାଇଭର ଜଣକ ଡାହାଣ ପଟକୁ ନେଇଯାଇଥିଲେ l ରାସ୍ତା ନିର୍ମାଣ ପାଇଁ 3ଫୁଟ ଗାଢ଼ା ରହିଥିବାରୁ ଥିବାରୁ ଅନେକଥର ଯାନବାହାନ ଦୁର୍ଘଟଣା ଘଟୁଥିବା ଅଞ୍ଚଳ ବାସୀ କହିଛନ୍ତି l ଏଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଅଧା ରହିଥିବା ରାସ୍ତା ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

0
0
0
s2sdefault