ହେଡଲାଇନସ୍:

 ଛେଳି ପାଇଁ କଙ୍ଗାରୁ କୋର୍ଟ , କି  ମାଡ଼ (ଦେଖନ୍ତୁ ଭିଡିଓ )

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Baripada/ Dillip mohanty  : କରଞ୍ଜିଆ ରରୁଆଁ ଥାନା ଅନ୍ତର୍ଗତ ଡାହାଣୀ ଗାଡ଼ିଆ ଗାଁ ରେ  ପୁଣି କଙ୍ଗାରୁ କୋର୍ଟ | ଲୋକ ଆଇନକୁ ନେଇଛନ୍ତି ହାତକୁ | ଛେଳି ଚୋର ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ  ଗାଁ ଲୋକ | ମାଡ ମାରିଥିବା video ହୋଇଛି  ଵିରଳ  | ରରୁଆଁ ଥାନା ଡାହାଣିଗାଡ଼ିଆ ଗାଁର ଏହି ଘଟଣାରେ ମଦ ଖାଉଥିବା ହୂବକ ଜଣକ  ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଆହରପଡା ଗାଁର ବୋଲି ଜଣାପଡିଛି ।

0
0
0
s2sdefault