ହେଡଲାଇନସ୍:

ଦେଶୀମଦ ଜବତ ୨ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ସୋମବାର ସକାଳେ ଓଡଗାଁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ଭାବେ ୨ ଟି ସ୍ଥାନରୁ ୨ ଟି ମଦ ଜାର୍କିନ ଜବତ କରିଥିବା ବେଳେ ୨ଟି ଜଣକୁ ଗିରଫ କରିଥିବା ଜଣା ଯାଇଛି । ଗିରଫ ମାନେ ହେଲେ ନରସିଂହ ପ୍ରସାଦର ନିରଞ୍ଜନ ବେହେରା(୬୦) ଏବଂ ଶାଳିଆ ପଲ୍ଲୀର କାଳୁନାୟକ(୫୦) । ପୋଲିସ ଉଭୟଙ୍କ ନାମରେ ଯଥାକ୍ରମେ ୧୫୩/୧୯ ଏବଂ ୧୫୪/୧୯ରେ ୨ଟି ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିଥିଲେ ।

 

0
0
0
s2sdefault