ହେଡଲାଇନସ୍:

ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ । ଆଦିତ୍ୟ ପ୍ରସାଦ ପାଢୀଙ୍କ ଠାରୁ ନେଲେ ଦାୟିତ୍ୱ । କହିଲେ ମୁଁ ଟିମ କୁ ନେଇ ଖେଳିବାକୁ ଭଲପାଏ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି । 5ଟି କୁ ପ୍ରାଥମିକତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
0
0
0
s2sdefault