ହେଡଲାଇନସ୍:

କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର : କଳିଙ୍ଗ ହସ୍ପିଟାଲ ଉପରେ ପିସି-ପିଏନ୍ଡ଼ିଟି ଆକ୍ଟ ଅଧିନସ୍ଥ ରାଜ୍ୟ ଇନ୍ସପେକ୍ସନ ଆଣ୍ଡ ମନିଟରିଂ ସ୍କ୍ବାଡ଼ର ଚଢ଼ାଉ | ହସ୍ପିଟାଲ ବିରୋଧରେ ଥିଲା ଅଭିଯୋଗ | ନିକଟରେ ବିଧାୟକଙ୍କ ଅଭିଯୋଗ ପରେ କଳିଙ୍ଗ ହସ୍ପିଟାଲ ଉପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ | ପଇସା ନଦେଲେ ଶବ ଛାଡିବ ନାହିଁ ବୋଲି କରିଥିଲା ଜୁଲମ | ତା ବିରୋଧରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦେଇଥିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ |

0
0
0
s2sdefault