ହେଡଲାଇନସ୍:

ଖଡ଼ିଆଳ ସହରରେ ପରିସ୍ରାଗାର ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ନୂଆପଡା /NAC ଖରିଆର(କ୍ଷୀରସିନ୍ଧୁ ସଗରିଆ)

ଖଡ଼ିଆଳ ନୂଆପଡା ଜିଲ୍ଲାର ଏକ ପ୍ରମୁଖ ସହର ହୋଇଥିବା ବେଲେ ଅସୁବିଧା ରୁ ପଛରେ ପଡ଼ିଥିବା ଦେଖl ଯାଉଛି l ଏହି ସହର କୁ ଆଖପାଖ ଅଂଚଳର ପ୍ରବଳ ଜନସମାଗନ ହୋଇଥiଏ  । ଖଡ଼ିଆଳ ବ୍ଲକକୁ ଲାଗି ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟର ଦେଓଭୋଗ ବ୍ଲକ. ନୂଆପଡା ଜିଲ୍ଲା ର  କୋମନା ବ୍ଲକ, ସିନାପାଲି ବ୍ଲକ ବୋଡେ଼ନ ବ୍ଲକ ସାଙ୍ଗକୁ  ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ତୁରେ ଅଂଚଳରୁ ଖଡ଼ିଆଳ ମଧ୍ୟସ୍ଥାନରେ ଥିବାରୁ ଦୈନଦିନ ବଜାର କରିବା ପାଇଁ ହଜାର ହଜାର ଲୋକ ଆସୁଛନ୍ତି । ହେଲେ କୋଣସି ଜାଗାରେ ମଧ୍ୟ୍ୟ ପରିସ୍ରା ଗାର ବିଜ୍ଞାପିତଅଂଚଳପରୀସଦ ପରିସ୍ରା ଗାର ତିଆରି କରା ଜାହିଁ  ତେଣୁ କରି ଲୋକେ ନାହିଁ ନ ଥିବା  ଅସୁବିଧା ସମୁଖୀନ ହେବାକୁ ପଡୁଛି ଏହି ବିଷୟରେ ଏନଏସି କାଯ୍ୟ ନିଵାହୀ ଆଦିକାରୀ ଙ୍କୁ ପଚାରି ବୁଝି ବାରୁ ସ୍ଵଚ୍ଚ ଭାରତ ତରଫରୁ 50000 ଟଙ୍କାଆସି ଅଛି  ସେହି ଟଙ୍କା ରେ କାମ କରା ଯିବ ବୋଲି କହିଥିଲେ । 50ଲକ୍ଷ ଟଙ୍କା ଦେବାକୁ ଚିଠି କରା ଯାଇଥିଲା ହେଲେ 25ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି ।

0
0
0
s2sdefault