ହେଡଲାଇନସ୍:

ପ୍ରାର୍ଥୀପତ୍ର କିଣିଲେ କଂଗ୍ରେସ ନେତା ଲକ୍ଷ୍ମଣ ମେହେର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର : ବଲାଙ୍ଗୀର ନିର୍ବାଚନମଣ୍ଡଳୀ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଲେ ବରିଷ୍ଠ କଂଗ୍ରେସ ବେଟା ତଥା ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲକ୍ଷ୍ମଣ  ମେହେର ଆଜି ନାମାଙ୍କନ ପତ୍ର  କିଣିଛନ୍ତି |  ସେ କହିଛନ୍ତି ଯେ,  37 ବର୍ଷ ହେବ ମୁଁ କଂଗ୍ରେସ ର ଶୃଙ୍ଖଳିତ କର୍ମୀ । ବଲାଙ୍ଗୀର ଜିଲ୍ଲା ଓ ସୋନପୁର ର ଯେଉଟାକି ବଲାଙ୍ଗୀର ନିର୍ବାଚନମଣ୍ଡଳୀ  ଲୋକମାନଙ୍କ ସେବା କରି ଆସିଛି ଓ କରୁଛି ମଧ୍ୟ ସମବାୟ ବ୍ୟାଙ୍କର ସଭାପତି ହିସାବରେ। ଫର୍ମ ଆଣି ମୁଁ ଆବେଦନ କରିଛି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ପାଖରେ। ଯେହେତୁ ଅଖିଲ ଭାରତୀୟ ଜାତୀୟ କଂଗ୍ରେସ ଗୋଟିଏରେ ନିୟମ କରିଛନ୍ତି ଗୋଟିଏ ପରିବାରର ରୁ ଜଣ କୁ ଟିକେଟ ମିଲିବା କଥା |   ମୁଁ ଚାଷୀ, ଯୁବକ  ଓ ଗରିବ ଜନତା ମାନଙ୍କ ସେବା କରି ଥିବାରୁ ମୁଁ ବଲାଙ୍ଗୀର କଂଗ୍ରେସ ଲୋକସଭା ଟିକେଟ ପାଇଁ ଆଶାୟୀ । ଯଦି ମତେ କଂଗ୍ରେସ ପକ୍ଷରୁ ଟିକେଟ ମିଲେ 25 ରୁ 27 ମଧ୍ୟରେ ନୋମିନେସନ ପତ୍ର ଦାଖଲ କରିବି। ଆଗକୁ ରହିଲା  ଅମରେନ୍ଦ୍ର ମଧ୍ୟ କଂଗ୍ରେସ ପକ୍ଷରୁ ଆଶାୟୀ ପ୍ରାର୍ଥୀ |  କାହାକୁ ମିଲିବ ଟିକେଟ ବୋଲି ସାଧାରଣରେ ରେ ଚର୍ଚ୍ଚା ଯୋର ଧରିଛି।

 

0
0
0
s2sdefault