କୁଚିଣ୍ଡl : ସମ୍ବଲପୁର ଜିଲ୍ଲା କୁଚିଣ୍ଡl ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ଼ ଠାରେ ବିଜୁ ପକ୍କା ଘର ନିର୍ମାଣ ରେ ଅନମିୟତl ଦେଖିବାକୁ ମିଳିଛି l 2017-18ରେ ଶିବ ମିଞ୍ଜି ଙ୍କୁ ଏକ ବିଜୁ ପକ୍କା ଘର ମିଳିଥିଲା l କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇନଥିବl ବେଳ ଶେଷ ବିଲ ମଧ୍ୟ୍ୟ ଦିଆଯାଇଛି l ଏ ଦିଗରେ ପ୍ରଶାସନ ଗୁରୁତ୍ୱ ଦେବାକଥା |
ରାଜ୍ୟ
ବିଜୁ ପକ୍କା ଘରରେ ଅନିୟମିତତା
- Hits: 581
