ହେଡଲାଇନସ୍:

ବିଜେଡି ପକ୍ଷରୁ "ଘରେ ଘରେ ଶଙ୍ଖ" !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି ରୁ ନିରାକାର ମେହେର :  ନିର୍ବାଚନ ଯେତେ ପାଖେ ଆସୁଛି |  ସେତେ ଚଳ ଚଞ୍ଚଳ ହେଉଛି ପୁରପଲ୍ଲୀରୁ  | ଆରମ୍ଭ କରି ସହର ପର୍ଯନ୍ତ ! ଭୋଟ ହାତେଇବା  ପାଇଁ ସବୁ ରାଜନେତା ମାନେ ଆରମ୍ଭ କରିଛନ୍ତି ନିଜ ନିଜର ପ୍ରସ୍ତୁତି ! ନିଜର ଗୁଣ ଗାଇବାରେ ବିରୋଧୀର ଦୁର୍ଗୁଣ ଗାଇବାରେ ବ୍ୟସ୍ତ ହେବେ ସମସ୍ତେ ! ଏଥିରେ ବିଜେଡି ଆରମ୍ଭ କରିଛି ଘରେ ଘରେ ଶଙ୍ଖ ! ଏହି କାର୍ଯ୍ୟକମ ନୂଆପଡା ଜିଲ୍ଲା ଖରିଆର ନିର୍ବାଚନ ମଣ୍ଡଳୀରୁ ମହିଳା ନେତ୍ରୀମାନଙ୍କ ଦ୍ୱାରା ସିନାପାଲିବ୍ଲକରୁ ଲଙ୍ଗଳବୋଡ଼ ,ଘାଟମାଲ ,କଇଟପଦର,ଖଇର ପଦର,କେନ୍ଦୁମୁଣ୍ଡା ,ଘଣ୍ଟିଗୁଡା ,ଏହି ଗ୍ରାମ ରେ ମହିଳା ନେତ୍ରୀ ମାନେ ଘରେ ଘରେ ବୁଲି ବିଜେଡି   ସରକାର ଙ୍କ ସଫଳତା ବିଷୟ ରେ ଜନ ସାଧାରଣ ମାନଙ୍କୁ ବୁଝାଇ ଥିଲେ !ଏଥିରେ ମହିଳା ନେତ୍ରୀ ପୂର୍ବ ତନ ଜିଲ୍ଲା ପରିଷଦ ଜୋନ ନ12ର ଜାନକୀ ଘିବେଲା ,ଜୋନ ନ 13 ଜିଲ୍ଲା ପରିଷଦ ଦଳକାନ୍ତି ମାଝୀ ଓ ବିଜୁ ଜନତା ଦଳ ର ମହିଳା ମୋର୍ଚା ବ୍ଲକ ପ୍ରେସିଡେଣ୍ଟ ମନ୍ଦାକିନୀ ଵଘେଳ ଉପସ୍ଥିତ ଥିଲେ ,ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ର ଅଗ୍ରାଧିକାର ବିଷୟ ରେ କହିଥିଲେ !ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ କହି ଭୋଟର ମାନଙ୍କ ଉପରେ ମତା ମତ ସଗ୍ରାହ କରିବା ସହ ଆଗାମୀ ସମୟ ରେ ବିଜେଡି କୁ  ଭୋଟ ଦେବା ଓ ଜାଗୃତି କରିବା ପାଇଁ ଭୋଟର ଙ୍କୁ ଅନୁରୋଧ କରିଛନ୍ତି !ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ

 

0
0
0
s2sdefault