ହେଡଲାଇନସ୍:

ଭେଉଁରିଆ ଗ୍ରାମ ପଂଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଂଚାୟତଠାରେ ସରପଂଚ ଶ୍ରୀମତି ରଜନୀ ସାହୁଙ୍କ ସଭାପତିତ୍ୱରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଶ୍ରୀମତି ସରୋଜିନି ପ୍ରସନ୍ନ କୁଳୁ ମୁଖ୍ୟ ଅତିଥି ଭାବରେ ଓ ବିଡିଓ ଶ୍ରୀମତି ଏଲିଜା ମିଶ୍ର,ଏସିପି ପିତାମ୍ବର ସାହୁ,ପିଇଓ ଡିଲେଶ୍ୱର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ହିତାଧିକାରୀଙ୍କୁ ଏଲ.ଇ.ଡି ବଲ ତଥା ସ୍ୱୟଂସହାୟକ ମହିଲା ସଂଘ ମାନଙ୍କୁ ମୋବାଇଲ ପାଇଁ ୨୦୦୦ ଟଙ୍କା ଲେଖାଏଁ ଓ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଇଥିଲା ।ସରପଂଚ ରଜନୀ ସାହୁ ଓଡିଶା ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ସମ୍ବନ୍ଧରେ ବିସ୍ତୁତ ଭାବରେ ବର୍ଣ୍ଣନା କରିଥିଲେ ।

 

0
0
0
s2sdefault