ହେଡଲାଇନସ୍:

ଲଇକେରା ଥାନା ଅଧିକାରୀଭାବେ ବିଶ୍ଵପତିଙ୍କ ଯୋଗଦାନ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଲଇକେରା ଥାନା ନୂତନ ଅଧିକାରୀ ଭାବେ ବିଶ୍ଵପତି ପଣ୍ଡା ଯୋଗଦେଇଛନ୍ତି | ଶ୍ରୀ ପଣ୍ଡା ଏହା ପୂର୍ବରୁ ପଦ୍ମପୁର,ସୋହେଲା,ହୀରାକୁଦ,ଯୁଜୁମୁରା,ଓ ଗୋବିନ୍ଦପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତ୍ତମାନ  ଲଇକେରା ଥାନା ଅଧିକାରୀ ଭାବେ ଯୋଗଦେଇଛନ୍ତି |  ତେବେ ବାରମ୍ବାର ଚୋରି,ଡକାୟତି,ଛିନତାଇ,ମଦ୍ୟପଙ୍କ ଉପଦ୍ରବ ଓ ସଟ୍ଟା,ଜୁଆ ଖେଳ ଚାଲିଥିବା ପୋଲିସ ପାଇଁ ବଡ ଚେଲେଞ୍ଜ ପାଲଟିଥିବା ବେଳେ  ତାଙ୍କ ଯୋଗଦେବା ପରେ ଏସବୁ ବନ୍ଦ ହେବାର ଆଶା କରାଯାଉଛି | ଏହା ପୂର୍ବରୁ ଏହି ଥାନାରେ ଥିବା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି |

0
0
0
s2sdefault