ହେଡଲାଇନସ୍:

 ଥଇଥାନ ହୋଇପାରି ନାହାନ୍ତି ବିସ୍ଥାପିତ : ୧୩ ରୁ ଲେ‍ାୟର ଇନ୍ଦ୍ର ବିସ୍ତାପିତଙ୍କ ଧାରଣା 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା ର କୋମନା-ଖଡିଆଳ ମଧ୍ୟ ଭାଗରେ ନିର୍ମାଣଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତ ବର୍ତ୍ତମାନ ପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି l ଯାହା ଫଳରେ ସେମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି । କୋର୍ଟର ନିର୍ଦ୍ଦେଶ ସତ୍ତ୍ଵେ ପ୍ରକଳ୍ପ ଅଧିକାରୀମାନେ ଅବହେଲା  କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ବୁଡି ଅଞ୍ଚଲବାସୀ । ୧୩ ତାରିଖରୁ ଖଡିଆଳ ମୂଖ୍ୟ ନିର୍ମାଣଯନ୍ତ୍ରୀ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାଦେବେ ଶହ ଶହ ବିସ୍ତାପିତ ।

0
0
0
s2sdefault